28.9 C
Bhubaneswar
Friday, May 16, 2025
Homeଓଡିଶାନୀତିକାନ୍ତି ବିଳମ୍ବ, ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ମହାପ୍ରସାଦ

ନୀତିକାନ୍ତି ବିଳମ୍ବ, ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ମହାପ୍ରସାଦ

ପୁରୀ : ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବା କାରଣରୁ ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି । ସେହିପରି ଗତକାଲି ମଧ୍ୟ ଦ୍ବିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ରେ ଶେଷ ହୋଇଥିଲା। ଠିକ୍ ସମୟରେ ଆଡପ ଅବଢ଼ା ନବାହାରିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ନୀତିକାନ୍ତି ସୁଚାରୁରୂପେ କରାଯାଉନଥିବା ଅଭିଯୋଗ କରିଛନ୍ତି ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର । ସେ ଏକଥା ମଧ୍ୟ କହିଛନ୍ତି ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking