28.1 C
Bhubaneswar
Sunday, June 1, 2025
Homeଓଡିଶାଅନ୍ୟର ହକ୍ ଛଡେଇବା ଅନୁଚିତ୍‌: ସୁଦାମ

ଅନ୍ୟର ହକ୍ ଛଡେଇବା ଅନୁଚିତ୍‌: ସୁଦାମ

ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରତିକ୍ରିୟା । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ଅଧିକାର ଅଛି ବୋଲି କହିଲେ ମନ୍ତ୍ରୀ । କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ୍ ଛଡେଇ ନେବା ଅନୁଚିତ୍ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking