ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଶରୀର ସଠିକୁ ଭାବେ ବୃଦ୍ଧି ହେଉନି, ସବୁବେଳେ ଥକାନ ଲାଗୁଛି ତେବେ ଏହା ଶରୀରରେ ପ୍ରୋଟିନର ଅଭାବରୁ ହେଇପାରିଥାଏ ।
ପ୍ରୋଟିନ୍ ଆମ ଶରୀରକୁ ବିକାଶ କରାଇଥାଏ ।ଏବଂ ଶକ୍ତି ଯୋଗାଇଥାଏ । ଏହା ଏକ ଦରକାରୀ ପୋଷଣ ଯାହା ଆମ ଶରୀର ବନାଇ ନଥାଏ । ଏହାକୁ ଆମେ ଆମ ଖାଦ୍ୟରେ ନେଇଥାଉ । ତେଣୁ ଖାଦ୍ୟରେ ଭରପୁର ମାତ୍ରାରେ ପ୍ରୋଟିନ୍ ନେବା ଆବଶ୍ୟକ ଯାହା ଶରୀରକୁ ବିକାଶ କରାଇଥାଏ ।
କାରଣ ଆମ ଶରୀର ମାଂସପେଶୀ, ସେଲ,ଓ ଟିସ୍ୟୁରୁ ବନାହେଇଥାଏ । ଓ ଏହି ସବୁ ପ୍ରୋଟିନରୁ ବନିଥାଏ । ତେଣୁ ଏହାର ଊପଯୋଗୀ ଆମ ଶରୀର ପାଇଁ ବହୁତ ଅଧିକ ।
ଚାଲନ୍ତୁ ଜାଣିବା କିଛି ନିତିଦିନ ବ୍ୟବହାର ଯୋଗ୍ୟ ଖାଦ୍ୟ ଯେଉଁଥିରେ ପ୍ରୋଟିନ ରହିଥାଏ ।
୧-ବାଦାମ
୨-ଦହି
୩-ଅଣ୍ଡା
୪-ଡ଼ାଲି (ମୁଗ,ବୁଟ,ଚଣା,ରାଜମା)
୫-ପନୀର
୬-ମାଛ
୭-ସେ।ୟାବିନ
୮-ଫଳ
୯-ଲୋ ଫ୍ୟାଟ ମିଲ୍କ
୧୦-ଚିକେନ