ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ନିଜ ନିଜ ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି l ଏହି ତାଲିକା ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି l
ନବୀନ ପଟ୍ଟନାୟକ-୬୪କୋଟି,୯୮ଲକ୍ଷ,୧୯ହଜାର,୭୬୪ଟଙ୍କା
ଅରୁଣ ସାହୁ – ୮୯ ଲକ୍ଷ,୯୩ ହଜାର,୪୩୯ ଟଙ୍କା
ଅଶୋକ ପଣ୍ଡା – ୮ କୋଟି, ୩୪ ଲକ୍ଷ ୯୯୪ ଟଙ୍କା
ତୁଷାରକାନ୍ତି ବେହେରା – ୩୨ ଲକ୍ଷ, ୩୩ ହଜାର,, ୪୭୧ ଟଙ୍କା
ସୁଶାନ୍ତ ସିଂହ – ୪ କୋଟି, ୯୩ ଲକ୍ଷ,୯୪ ହଜାର, ୬୪୪ ଟଙ୍କା
ସୁଦାମ ମାରାଣ୍ଡି-୨ କୋଟି,୬୧ ଲକ୍ଷ,୧୮ ହଜାର,26 ଟଙ୍କା
ବିକ୍ରମ ଆରୁଖ – ୪ କୋଟି,୭୮ଲକ୍ଷ,୪୭ ହଜାର,୪୭୧ ଟଙ୍କା
ଦିବ୍ୟଶଙ୍କର ମିଶ୍ର – ୭ କୋଟି, ୩୧ ଲକ୍ଷ,୭୬ହଜାର,୪୦୮ଟଙ୍କା
ନିରଞ୍ଜନ ପୂଜାରୀ – ୪ କୋଟି,୩୪ ଲକ୍ଷ,୬୫ହଜାର,୩୦୮ଟଙ୍କା
ପ୍ରତାପ ଜେନା – ୧୦ କୋଟି,୩୫ ଲକ୍ଷ,୨୯ ହଜାର,୯୧୧ ଟଙ୍କା
ସମୀର ଦାଶ-୨ କୋଟି,୨୩ ଲକ୍ଷ,୭୫ହଜାର, ୭୬୧ଟଙ୍କା
ପ୍ରଫୁଲ୍ଲ ମଲ୍ଲିକ- ୩୯ ଲକ୍ଷ,୨୮ ହଜାର,୮୩୧ ଟଙ୍କା