34.1 C
Bhubaneswar
Friday, May 15, 2026
Homeଓଡିଶା୮ ଆଇପିଏସଙ୍କୁ ପଦୋନ୍ନତି

୮ ଆଇପିଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର : ୮ ଆଇପିଏସଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ , ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି  । ସେହିପରି ପିନାକ ମିଶ୍ର , ବି. ଯୁଗୋଳ କିଶୋର କୁମାର , ବି. ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟା  ଦିଆଯାଇଛି । ଅବିନାଶ କୁମାର , ସାର୍ଥକ ଷଡଙ୍ଗୀ , ନିତି ଶେଖରଙ୍କୁ ଆଇ ଜି ପାହ୍ୟା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking