18.1 C
Bhubaneswar
Saturday, November 23, 2024
Homeଓଡିଶାଓଡିଶା ଆରୋଗ୍ୟ ହାର ଜାତୀୟ ହାରଠୁ ଅଧିକ

ଓଡିଶା ଆରୋଗ୍ୟ ହାର ଜାତୀୟ ହାରଠୁ ଅଧିକ

ନୂଆଦିଲ୍ଲୀ: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓଏସଡି ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଛି । ଜୁଲାଇ ୧୨ ତାରିଖ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩ ପ୍ରତିଶତ ରହିଛି । ଜାତୀୟ ହାରଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ ରହିଛି । ଓଡିଶା, ଗୁଜୁରାଟ, ତାମିଲନାଡୁ ଆଦି ରାଜ୍ୟ ଜାତୀୟ ହାରଠାରୁ ଅଧିକ ରହିଛି । ଓଡିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଥିବା କହିଛନ୍ତି ରାଜେଶ ଭୂଷଣ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୮୬ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି । କେବଳ ମହାରାଷ୍ଟ୍ର ଓ ତାମିଲନାଡୁରେ ଆରୋଗ୍ୟ ହାର ୫୦ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି ।

ଅନଲାଇନରେ ହେବ ଭିନ୍ନକ୍ଷମ ପିଲାଙ୍କ ଆଡମିଶନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking