ଅନଲାଇନରେ ହେବ ଭିନ୍ନକ୍ଷମ ପିଲାଙ୍କ ଆଡମିଶନ

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ରାଜ୍ୟର ପ୍ରାୟ ସବୁ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି । ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲେ ମଧ୍ୟ ଛାତ୍ରାଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସବୁ ବନ୍ଦ ରଖାଯାଇଛି । ତେଣୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାଠପଢ଼ା ସହ ପରୀକ୍ଷା ଅନଲାଇନରେ କରାଯାଉଛି । ଏହାସହ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୨୦-୨୧ ପାଇଁ ଅନଲାଇନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । … Continue reading ଅନଲାଇନରେ ହେବ ଭିନ୍ନକ୍ଷମ ପିଲାଙ୍କ ଆଡମିଶନ