32.8 C
Bhubaneswar
Wednesday, June 17, 2026
Homeଓଡିଶାପ୍ରମୋଦ ଭଗତଙ୍କ ଗାଡି ଜବତ

ପ୍ରମୋଦ ଭଗତଙ୍କ ଗାଡି ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସେଫ ସିଟି ଡ୍ରାଇଭ ଅଭିଯାନକୁ ନେଇ ବ୍ଲକିଂ ଚେକିଂ ଚାଲିଥିଲା ବେଳେ ପାରା ଅଲମ୍ପିଆନ ପ୍ରମୋଦ ଭଗତଙ୍କ ଗାଡିକୁ ପୋଲିସ ଜବତ କରିଛି। ସେ ମଦ୍ୟପାନ କରି ଗାଡି ଓଲଟା ଚଲାଇବା ଅଭିଯୋଗରେ ପୋଲିସ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। କୋର୍ଟରେ ଜୋରିମାନା ଦେଇ ଗାଡି ରିଲିଜ କରିବାକୁ ପୋଲିସ ପକ୍ଷରୁ ତାଙ୍କୁ କୁହାଯାଇଥିଲା ।

ସୂଚନାନୁସାରେ ଶନିବାର ରାତି ପ୍ରାୟ ୧ ଟା ସମୟରେ ପ୍ରମୋଦ ଡମଣା ପଟୁ ନିଜେ କାର ଚଳାଇ ଆସୁଥିଲେ। ସାଥିରେ ଜଣେ ମହିଳା ବସିଥିଲେ। ତେବେ ନାଲୋକ ଛକରେ ପୋଲିସ ଚେକିଂ କରୁଥିବା ଦେଖି ପଛୁଆ ଗାଡି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ମଦ୍ୟପାନ କରି ଗାଡି ଚଲାଉଥିବାର ପ୍ରମାଣ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking