34.1 C
Bhubaneswar
Thursday, March 20, 2025
Homeଓଡିଶାପ୍ରମିଳା ଗଲେ ହାଇକୋର୍ଟ

ପ୍ରମିଳା ଗଲେ ହାଇକୋର୍ଟ

କଟକ : ହାଇକୋର୍ଟ ଗଲେ ପ୍ରମିଳା । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରମିଳା ମଲ୍ଲିକ । ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ରହିଛି । କେଉଁ କାରଣରୁ ଲୋଡିଛନ୍ତଚି ପ୍ରମିଳା ଆଗୁଆ ଜାମିନ । ତାହା ଅସ୍ପଷ୍ଟ ରହିଛି । ନିକଟରେ  ପ୍ରମିଳାଙ୍କ ଭାଇଙ୍କ ଅନୁଷ୍ଠାନ ଉପରେ ଚଢାଉ କରିଥିଲା ପ୍ରବର୍ତ୍ତକ ନିର୍ଦ୍ଦେଶାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking