କ।ବୁଲ: ଆଫଗ।ନିସ୍ତ।ନ ପ୍ରତିରକ୍ଷ। ମନ୍ତ୍ରୀ ବିସମିଲ୍ଲା ମହମ୍ମଦିଙ୍କ ବ।ସଭବନ ନିକଟରେ ମଙ୍ଗଳବ।ର ର।ତିରେ ଏକ ବଡ଼ଧରଣର କ।ର ବୋମ। ବିସ୍ଫୋରଣ ଘଟିଛି । କଡ। ସୁରକ୍ଷ। ବଳୟ ମଧ୍ୟରେ ଥିବ। ବିସମିଲ୍ଲ।ଙ୍କ ବ।ସଭବନ ନିକଟରେ ଏହି ବିସ୍ଫୋରଣ ଘଟିବ। ପରେ ତୁରନ୍ତ ସୁରକ୍ଷ। ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ଅଞ୍ଚଳକୁ ଘେରାଉ କରିନେଇଥିଲେ । ଏହ।ପରେ ଆତଙ୍କି ଏବଂ ସୁରକ୍ଷ। ବ।ହିନୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବ। ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ଜଣ।ଯ।ଇଛି । ସୂଚନ।ଯୋଗ୍ୟ ଯେ, ଉକ୍ତ ଅଞ୍ଚଳରେ ବିଭିନ୍ନ ର।ଷ୍ଟ୍ରର ଦୂତ।ବ।ସ, ର।ଷ୍ଟ୍ରପତିଙ୍କ ଆବ।ସ ସ୍ଥଳ, ବିଭିନ୍ନ ସରକ।ରୀ ଦପ୍ତର, ଆନ୍ତର୍ଜ।ତିକ ଗଣମ।ଧ୍ୟମ ସଂସ୍ଥ। ଏବଂ ମ।ନବ।ଧିକ।ର ସଂସ୍ଥ।ଗୁଡିକର କାର୍ଯ୍ୟାଳୟ ରହିଛି । ଉକ୍ତ ଅଞ୍ଚଳ ଦେଶର ଗ୍ରୀନ ଜୋନ ଭ।ବରେ ମଧ୍ୟ ପରିଚିତ । ପ୍ରତିରକ୍ଷ। ମନ୍ତ୍ରୀ ମହମ୍ମଦି ରହୁଥିବ। ଅତିଥି ଭବନକୁ ଲକ୍ଷ୍ୟକରି ଏହି ବିସ୍ଫୋରଣ ଘଟ।ଯ।ଇଥିଲ।, କିନ୍ତୁ ବିସ୍ଫୋରଣ ସମୟରେ ମହମ୍ମଦି ସେଠ।ରେ ଉପସ୍ଥିତ ନଥିଲେ । ସେଥିପ।ଇଁ ଏହି ଆକ୍ରମଣ ଘଟଣ।ରେ କେହି ମୃତ।ହତ ହୋଇନ।ହ।ନ୍ତି ବୋଲି ସୂଚାନରୁ ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ, ଆଫଗ।ନିସ୍ତ।ନର ପ୍ରତିରକ୍ଷ। ମନ୍ତ୍ରୀ ଥିବ। ଆସ।ଦୁଲ୍ଲ। ଖ।ଲିଦ ଦୀର୍ଘକ।ଳ ଅସୁସ୍ଥ ରହି ଚିକିତ୍ସ। ପ।ଇଁ ବିଦେଶ ଯିବ। ପରେ ମହମ୍ମଦିଙ୍କୁ କ।ମଚଳା ପ୍ରତିରକ୍ଷ। ମନ୍ତ୍ରୀ ଭ।ବେ ଦ।ୟିତ୍ୱ ଦିଆଯ।ଇଛି । ତତ୍କ।ଳୀନ ସୋଭିଏତ ରୁଷକୁ ବିରୋଧ କରୁଥିବ। ଅହମଦ ଶ।ହ ମ।ସୁଦଙ୍କ ଅଧୀନରେ ମହମ୍ମଦି ଜଣେ ବରିଷ୍ଠ କମ।ଣ୍ଡର ଭ।ବେ କାର୍ଯ୍ୟ କରୁଥିଲେ ଏବଂ ସ।ମରିକ କ୍ଷେତ୍ରରେ ତ।ଙ୍କର ଦୀର୍ଘ ଅଭିଜ୍ଞତ। ରହିଛି । ହମିଦ କ।ରଜ।ଇ ଆଫଗ।ନ ର।ଷ୍ଟ୍ରପତି ଥିବ।ବେଳେ ମହମ୍ମଦି ଦେଶର ଆଭ୍ୟନ୍ତରୀଣ ବ୍ୟ।ପ।ର ମନ୍ତ୍ରୀ, ପ୍ରତିରକ୍ଷ। ମନ୍ତ୍ରୀ ଏବଂ ଦେଶର ସେନ। ମୁଖ୍ୟ ଭ।ବେ କାର୍ଯ୍ୟ କରିଥିଲେ । ତ।ଲିବ।ନ ଆତଙ୍କିମ।ନେ କ।ବୁଲ ଦଖଲ ସହିତ ଦେଶରେ ଶ।ସନ ନିଜ ଦଖଲକୁ ନେବ।ପ।ଇଁ ପ୍ର।ଣମୂର୍ଚ୍ଛ। ଉଦ୍ୟମ କରୁଥିବ।ବେଳେ ଦେଶର ସୈନ୍ୟମ।ନେ କ।ବୁଲକୁ ପୂର୍ଣ୍ଣ ସୁରକ୍ଷ। ଦେଉଥିବ। ଦ।ବି କରିଛନ୍ତି । ତେବେ ମଙ୍ଗଳବ।ର ଘଟିଥିବ। ଏହି ଘଟଣ। ପାଇଁ ଆଫଗ।ନ ସରକ।ର ସମେତ ଆନ୍ତର୍ଜ।ତିକ ସମୁଦ।ୟର ଚିନ୍ତ। ବଢ।ଇ ଦେଇଛି ।