30.1 C
Bhubaneswar
Tuesday, April 28, 2026
Homeଓଡିଶାପ୍ଲାନେଟୋରିୟମ ପାଚେରୀ ଭୁଶୁଡ଼ିଲା!

ପ୍ଲାନେଟୋରିୟମ ପାଚେରୀ ଭୁଶୁଡ଼ିଲା!

ଭୁବନେଶ୍ବର: ଭୁବନେଶ୍ବର ପ୍ଲାନେଟୋରିୟମରେ ଘଟିଛି ଏକ ବଡ ଅଘଟଣ। ଭୁଶୁଡ଼ିଲା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ। ଆଚାର୍ଯ୍ୟ ବିହାର ସ୍ଥିତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା। ଅଳ୍ପକେ ବର୍ତ୍ତିଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ। ପାଚେରୀ ଭୁଶୁଡ଼ି ୪ଟି ବାଇକ୍‌ ଓ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking