30.4 C
Bhubaneswar
Sunday, June 7, 2026
Homeଓଡିଶାମହାନଦୀ ଘାଟରେ ବୁଡ଼ି ଯୁବକ ନିଖୋଜ 

ମହାନଦୀ ଘାଟରେ ବୁଡ଼ି ଯୁବକ ନିଖୋଜ 

କଟକ: ନରସିଂହପୁର ଘୋରାଡ଼ିଆ ମହାନଦୀ ଘାଟରେ ବୁଡ଼ି ଯୁବକ ନିଖୋଜ । ନିଖୋଜ ଯୁବକ ଧନୀପୁର ଗ୍ରାମର ପ୍ରଫୁଲ୍ଲ ମଲ୍ଲିକଙ୍କ ପୁଅ ଆଦିତ୍ୟ ମଲ୍ଲିକ ( ୨୫ ) । ଆଦିତ୍ୟ ମଲ୍ଲିକଙ୍କ ଜେଜେ ମା କାଳିକା ମଲ୍ଲିକ ବୟସ ୬୫ ବର୍ଷ ଶବ ଦାହ କରି ନଦୀରେ ବୁଡ଼ ପକାଇବା ପାଇଁ ଯାଇଥିବାବେଳେ ନଦୀରେ ବୁଡ଼ି ଯାଇଥିବା ସୂଚନା । ନରସିଂହପୁର ପୁଲିସ୍ ଦମକଳ ବାହିନୀ ଓ ଲୋକଙ୍କର ଦ୍ଵାରା ଉଦ୍ଧାରକାର୍ଯ୍ୟ ଜାରି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking