28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିମାନ ଦୁର୍ଘଟଣା : ବିମାନରେ ଲାଗିଲା ନିଆଁ , ବିମାନରେ ଥିଲେ ୧୯ଯାତ୍ରୀ

ବିମାନ ଦୁର୍ଘଟଣା : ବିମାନରେ ଲାଗିଲା ନିଆଁ , ବିମାନରେ ଥିଲେ ୧୯ଯାତ୍ରୀ

ନେପାଳ : ନେପାଳରେ ଘଟିଲା ବଡ ଧରଣର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାଟି ଘଟିଛି ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଏୟାରପୋର୍ଟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା । ଫଳରେ ଏଥର ନିଆଁ ଲାଗିଯାଇଥିଲା । ଏଥିରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସେମାନଙ୍କ ସ୍ଥିତି ନେଇ ଏଯାଏଁ କିଛି ଖବର ମିଳିନାହିଁ । ତେବେ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି ବିମାନବନ୍ଦର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking