27.1 C
Bhubaneswar
Thursday, June 19, 2025
Homeଓଡିଶାତୀର୍ଥସ୍ଥଳୀ କୁ ଭୋଗସ୍ଥଳୀ କରନି : ଶଙ୍କରାଚାର୍ଯ୍ୟ

ତୀର୍ଥସ୍ଥଳୀ କୁ ଭୋଗସ୍ଥଳୀ କରନି : ଶଙ୍କରାଚାର୍ଯ୍ୟ

ପୁରୀ : ତୀର୍ଥସ୍ଥଳୀ କୁ ଭୋଗସ୍ଥଳୀ କରାନଯାଉ କହିଲେ ଶଙ୍କରାଚାର୍ଯ୍ୟ। ପୁରୀ ଗୋବର୍ଦ୍ଧନମଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମନ୍ତବ୍ୟ । ତୀର୍ଥସ୍ଥଳୀ ଓ ତପସ୍ଥଳୀକୁ ଭୋଗସ୍ଥଳୀ ବା ପର୍ଯ୍ୟଟନସ୍ଥଳୀ କରାନଯାଉ। ସେ ଆହୁରି କହିଛନ୍ତି, ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ, ହୋଟେଲବାଲା ଖୁସି ହେବେ। ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି। ମୁଁ ନିମନ୍ତ୍ରଣ ପାଇଛି। କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗଦେବି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking