37.1 C
Bhubaneswar
Sunday, April 28, 2024
Homeଓଡିଶାଧାରଣାରେ ବସିଲେ ପିହୁର ମାଆ

ଧାରଣାରେ ବସିଲେ ପିହୁର ମାଆ

ଭୁବନେଶ୍ୱର : ଦୁଇ ବର୍ଷ ହେଲା ନିଖୋଜ ଶିଶୁ ପିହୁ ମାଆଙ୍କ ଧାରଣା । ସିବିଆଇ ତଦନ୍ତ ସୁପାରଶ ଲାଗି ପଦକ୍ଷେପ ନିଆ ନ ଯିବାରୁ ଧାରଣା । ଶିଶୁ ଅଧିକାର ସୁରକ୍ଷା କମିଶନ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ । ସିବିଆଇ ତଦନ୍ତ ଲାଗି ସିଏମଓକୁ ସୁପାରିଶ କରିଥିବା କହିଲେ ଅଧ୍ୟକ୍ଷା । ଯାଜପୁର ବିଂଝାରପୁର ର ପିହୁ ନିଖୋଜ ଘଟଣା । ୨୦୨୦ ମସିହା ଅଗଷ୍ଟ ୯ ରେ ନିଖୋଜ ହୋଇଯାଇଥିଲା କୁନି ଝିଅ ପିହୁ ।

ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking