ଭୁବନେଶ୍ୱର : ଠିକା କର୍ମଚାରୀ ରାସନ କାର୍ଡ ଫେରାଇବେନି । ରାସନକାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ କରିଛନ୍ତି । ଠିକା କର୍ମଚାରୀଙ୍କୁ ନେଇ ରାସନ କାର୍ଡ ଫେରାଇବାକୁ କହି ନାହିଁ । ବଡ ଚାକିରି କରିନଥିବା ଲୋକଙ୍କୁ କାର୍ଡ ଫେରାଇବାକୁ କହିନି । ଯେଉଁଣାନେ ୧୦ ,୧୨ ହଜାର ଦରମା ପାଉଛନ୍ତି ଅସୁବିଧା ନାହିଁ । ସେମାନଙ୍କୁ ଫେରାଇବାକୁ କହିନିକି ଫେରାଇବେନି । ଯେଉଁମାନେ ଆଇଟି ରିଟଣ୍ଣ ଦାଖଲ କରୁଛନ୍ତି ସେମାନେ ଫେରାନ୍ତୁ । ୩୦ , ୪୦ ହଜାର ପାଉଥିଲେ ଫେରାନ୍ତୁ ନଚେତ କାଯ୍ୟାନୁଷ୍ଠାନ ନିଆଯିବ ରହିଛନ୍ତି ମନ୍ତ୍ରୀ ।