29.1 C
Bhubaneswar
Sunday, May 19, 2024
Homeଓଡିଶାଆମ୍ବୁଲାନ୍ସ ଭିତରେ ଝିଅ ଆଗରେ ଚାଲିଗଲା ମା’ର ଜୀବନ

ଆମ୍ବୁଲାନ୍ସ ଭିତରେ ଝିଅ ଆଗରେ ଚାଲିଗଲା ମା’ର ଜୀବନ

ସମ୍ବଲପୁର : ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସ ଭିତରେ ଝିଅ ଆଗରେ ଚାଲିଗଲା ମା’ର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେମେଡ଼ ଛକ ନିକଟ ଲେବେଲ କ୍ରସିଂଠାରେ । ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଝାରସୁଗୁଡାରୁ ବୁର୍ଲା ଡାକ୍ତରଖାନାକୁ ନେଇ ଯାଉଥିବାବେଳେ ଲେବେଲ କ୍ରସିଂଠାରେ ହଠାତ୍‌ ଖରାପ ହୋଇପଡିଥିଲା । ଦୀର୍ଘ ଅଧ ଘଣ୍ଟା ଧରି ରୋଗୀ ଅଚଳ ଆମ୍ବୁଲାନ୍ସ ଭିତରେ ଜୀବନ ସହ ଲଢେଇ କରିଥିଲେ । ଅଧଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ତାଙ୍କ ସ୍ୱାମୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking