29.1 C
Bhubaneswar
Sunday, May 19, 2024
Homeଓଡିଶାପରିକ୍ରମା ପ୍ରଚାର ପ୍ରସାର ଭେଳିକି: ଶରତ ପଟ୍ଟନାୟକ

ପରିକ୍ରମା ପ୍ରଚାର ପ୍ରସାର ଭେଳିକି: ଶରତ ପଟ୍ଟନାୟକ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରଚାର ବ୍ୟୟବରାଦକୁ କଂଗ୍ରେସର ଟାର୍ଗେଟ ରହିଛି । ୨୧୪ କୋଟିର ବ୍ୟୟବରାଦକୁ ପିସିସି ସଭାପତିଙ୍କ ସମାଲୋଚନା । କାମିଆ ଜାନି ପ୍ରସଙ୍ଗ ଏଡାଇବାକୁ ପରିକ୍ରମା ପ୍ରଚାର ପ୍ରସାର ଭେଳିକି । ୨୪ ବର୍ଷ ହେଲା ଜଗନ୍ନାଥ ମନ୍ଦିର କଥା ସରକାରଙ୍କ ମନେ ନଥିଲା । ଗୋମାଂସ ଭକ୍ଷଣକାରୀଙ୍କୁ ମନ୍ଦିରରେ ପୂରାଇ ଜଗନ୍ନାଥ ପ୍ରେମୀଙ୍କୁ ଧୋକା ଦେଇଛନ୍ତି । କାମିଆ ଜାନି ପ୍ରସଙ୍ଗରେ ନବୀନ କ୍ଷମା ନ ମାଗିଲେ ରାଜ୍ୟବାସୀ କ୍ଷମା ଦେବେନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking