24.1 C
Bhubaneswar
Friday, May 29, 2026
Homeଓଡିଶାଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର

ଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର

ଯାଜପୁର: ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାର ଷ୍ଟେସନ ନିକଟ ହୋଇଛି ଦୁର୍ଘଟଣା। ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking