29.1 C
Bhubaneswar
Saturday, July 27, 2024
Homeଓଡିଶାଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବା : ପ୍ରଦୀପ

ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବା : ପ୍ରଦୀପ

ଭୁବନେଶ୍ୱର : ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟ । ବର୍ତ୍ତମାନ ପରିବର୍ତ୍ତର ସମୟ କହିଲେ ପ୍ରଦୀପ ପାଣିଗ୍ରାହୀ । ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ । ସୁଦୃଢ ଓଡିଶା, ସୁଦୃଢ ଭାରତ ଗଠନର ସମୟ । ଓଡିଶାରେ ପରିବର୍ତ୍ତନର ସମୟ ଆସିଛି । ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା । ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା । ନବୀନଙ୍କୁ ହଟାଇବା, ଓଡିଶାଙ୍କୁ ଗୁରୁତ୍ୱ ଦେବା ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking