29.1 C
Bhubaneswar
Wednesday, April 15, 2026
Homeଓଡିଶାବଢିପାଣିରେ ଭାସିଯାଇ ଜଣେ ମୃତ

ବଢିପାଣିରେ ଭାସିଯାଇ ଜଣେ ମୃତ

ବାଲେଶ୍ୱର: ବଢିପାଣିରେ ଭାସିଯାଇ ଜଣେ ମୃତ । ମୃତକ ଜଣକ ହେଲେ ସିଂଲା ଥାନା କାଳନ୍ଦା ଗାଁର ।  ମାର୍କେଟ ଯିବା ବେଳେ ପାଣିସୁଅରେ ପଡିଯାଇ ଭାସିଗଲେ   ା ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା  ଖେଲିଯାଇଛି । ବାଲେଶ୍ୱର ଏଭଳି ପୁରିସ୍ଥିତି ଦେଖି ଲେକମାନଙ୍କ  ମନରେ ଭୟ ସୃଷ୍ଟି ହୋଇଛି ।  ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking