26.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶମୋବାଇଲ୍‌ ଫାଟିବାରୁ ଜଣଙ୍କର ମୃତ୍ୟୁ

ମୋବାଇଲ୍‌ ଫାଟିବାରୁ ଜଣଙ୍କର ମୃତ୍ୟୁ

ରାଜସ୍ଥାନ: ରାଜସ୍ଥାନ ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍‌ ଚାର୍ଜିଂ ବେଳେ ଜଣେ ବ୍ୟକ୍ତି କଥା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୬୮ ବର୍ଷିୟ ଏହି ବ୍ୟକ୍ତି ମୋବାଇଲ୍‌କୁ ଚାର୍ଜିଂରେ ବସାଇ କଥା ହେଉଥିଲେ, ଏହି ସମୟରେ ମୋବାଇଲ୍‌ ବ୍ୟାଟେରୀ ଅତ୍ୟଧିକ ତାତି ଯାଇ ଫାଟିଯାଇଥିଲା । ଏଥିରେ ବ୍ୟକ୍ତିଜଣଙ୍କର ମୁହଁ ସହ ଶରୀରର ଉପର ଅଂଶ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଶେଷରେ ତାଙ୍କୁ ହସ୍ପିଟାଲକୁ ନିଆଜିଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking