31.1 C
Bhubaneswar
Thursday, October 8, 2026
Homeଓଡିଶାବାଣ ବିସ୍ଫୋରଣରେ ଜଣେ ମୃତ: ୬ ଗୁରୁତର

ବାଣ ବିସ୍ଫୋରଣରେ ଜଣେ ମୃତ: ୬ ଗୁରୁତର

ଜଗତସିଂହପୁର : ଜଗତସିଂହପୁରରୁ ଗୁରୁବାର ଏକ ବଡ ଖବର ସାମ୍ନାକୁ ଆସିଛି। ତିର୍ତ୍ତୋଲ ଥାନା ଅଧିନ ଚାନ୍ଦପୁରଠାରେ ବାଣ ଭିଡିବା ସମୟରେ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ମୃତ ଓ ୬ଜଣ ଗୁରୁତର ହୋଇଛନ୍ତି। ଏକ ଘର ଭିତରେ ଏହି ବାଣ ବିସ୍ଫୋରଣରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ସହ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜଗତସିଂହପୁରରୁ ଓ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି ସ୍ପଷ୍ଟ ହୋଇପାରିନି, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking