32.1 C
Bhubaneswar
Saturday, June 22, 2024
Homeଓଡିଶାକାରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ

କାରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଫାଲକନ ଛକରେ ଦେଢ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଏକ ବାରରୁ ବ୍ୟବସାୟ ସାରି ନଗଦ ଟଙ୍କା ଧରି ଘରକୁ ଫେରୁଥିଲେ । ଏବଂ କାରରେ ଥିବା ବ୍ୟକ୍ତି ଜଣଙ୍କ ସନ୍ତୋଷଜନକ ଉତ୍ତର ନଦେବାରୁ ନଗଦ ଦେଢ ଲକ୍ଷ ଟଙ୍କାକୁ ପୋଲିସ ଜବତ କରିଛି । ଏହାସହ ଜବତ ହୋଇଥିବା ଟଙ୍କାକୁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟକୁ ପୋଲିସ ପଠାଇ ଦେଇଛି । ତେବେ ପୂର୍ବରୁ ଚନ୍ଦ୍ରଶେଖରପୁର , ଏୟାରପୋର୍ଟ ଥାନା ଅଂଚଳରୁ ଗାଡି ଭିତରୁ ଟଙ୍କା ଜବତ କରାଯାଇଥିବା ବେଳେ ନନ୍ଦନକାନନରୁ ମଧ୍ୟ ଦୁଇ ଥର ଟଙ୍କା ଧରା ହୋଇଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking