29.1 C
Bhubaneswar
Friday, July 4, 2025
Homeଓଡିଶାସେପ୍ଟେମ୍ବରରେ ହେବ ଓଜେଇଇ କାଉନ୍‌ସେଲିଂ

ସେପ୍ଟେମ୍ବରରେ ହେବ ଓଜେଇଇ କାଉନ୍‌ସେଲିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ କାଉନସେଲିଂ ବୁଧବାର ହେବ ନାହିଁ । ଏହି ପ୍ରକ୍ରିୟାରେ ବିଳମ୍ବ ହେବ ।

ଆସନ୍ତା ସେପ୍ଟେମ୍ବର ବେଳକୁ କାଉନ୍‌ସେଲିଂ ଆରମ୍ଭ ହେବ । ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ଓ ଅନ୍ୟ କିଛି ପ୍ରମୁଖ ପ୍ରବେଶିକା ପରୀକ୍ଷା ବାକି ରହିଥିବାରୁ କାଉନ୍‌ସେଲିଂ ପ୍ରକ୍ରିୟା ଏବେ ହେବ ନାହିଁ ବୋଲି ଓଜେଇଇ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking