31.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ସୋନପୁର ସବୁଠୁ ଶୀତଳ ସହର, ୧୦ ଡିଗ୍ରୀ ତଳେ ରହିଛି ୩ ସହର

ରାଜ୍ୟରେ ସୋନପୁର ସବୁଠୁ ଶୀତଳ ସହର, ୧୦ ଡିଗ୍ରୀ ତଳେ ରହିଛି ୩ ସହର

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି ତାପମାତ୍ରା । ୧୦ ଡିଗ୍ରୀ ତଳେ ରହିଛି ୩ ସହର । ୯.୪ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଶୀତଳ ସହର ହୋଇଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି । ଏହାସହ ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪ ଡିଗ୍ରୀ, ତାଳଚେର ୧୩.୫, ବଲାଙ୍ଗିର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫ ଡିଗ୍ରୀ ସେଲ୍‌ସିଅସ ରହିଛି । କଟକରେ ୧୬ ଓ ଭୁବନେଶ୍ବରରେ ତାପମାତ୍ରା ୧୬.୩ ଡିଗ୍ରୀ ସେଲ୍‌ସିଅସ ତାପମାତ୍ରା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking