34.5 C
Bhubaneswar
Wednesday, April 15, 2026
Homeଓଡିଶାଆଜି ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ବୈଠକ

ଆଜି ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ବୈଠକ

ଭୁବନେଶ୍ୱର: ଆଜି ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ବଡ଼ ବୈଠକ ଅନୁଷ୍ଠିତ ହେବ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଚରଣ ଦାସ। ଅଜୟ ଲଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ଉପସ୍ଥିତ ରହିବେ। ସଙ୍ଗଠନ ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ଯୋଗ ହେବେ। ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବ। ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଭକ୍ତଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସଙ୍ଗଠନ କିଭଳି ଅଧିକ ମଜଭୁତ ହେବ ସେଥିପାଇଁ ରାହୁଲ ସ୍ବତନ୍ତ୍ର ଟିପ୍ସ ଦେବେ। ରାଜ୍ୟ କଂଗ୍ରେସର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ବିଶେଷ କରି କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲାର ସଭାପତି ଚୟନ ନିଷ୍ପତ୍ତି ପାଇଁ ଆଲୋଚନା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking