30.1 C
Bhubaneswar
Sunday, March 23, 2025
Homeଓଡିଶାବିଶ୍ୱରେ ନିନ୍ଦିତ ହେଲା ଓଡିଶା : ତାରା

ବିଶ୍ୱରେ ନିନ୍ଦିତ ହେଲା ଓଡିଶା : ତାରା

ଭୁବନେଶ୍ୱର : ବାରବାଟୀରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ  ରାଜ୍ୟ ସରକାରଙ୍କୁ ଦାୟୀ କରିଛି  କଂଗ୍ରେସ । ଏ ବାବଦରେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ବିଶ୍ୱରେ ନିନ୍ଦିତ ହେଲା ଓଡିଶା ।  ଯେଉଁମାନେ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳୁ । ଏପଟେ ଟିକେଟ କଳାବଜାରୀ ନେଇ ବିଜେଡି ନେତା  ପସନ୍ନ ଆଚାଯ୍ୟ ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି ଟିକେଟ ଅନେକ ମାତ୍ରାରେ କଳାବଜାରୀ ହୋଇଛି । ଲୋକେ ବାହାରେ ଛିଡାହୋଇ ଅପେକ୍ଷାରେ ରହିଲେ । ପାଶ ବେଶୀ ହେବା ଦ୍ୱାରା ବିଭ୍ରାଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking