34.1 C
Bhubaneswar
Thursday, March 20, 2025
Homeଓଡିଶାପୁଣି ଟ୍ୟୁବୱେଲ ଖୋଳିବେ ସରକାର: ମନ୍ତ୍ରୀ

ପୁଣି ଟ୍ୟୁବୱେଲ ଖୋଳିବେ ସରକାର: ମନ୍ତ୍ରୀ

ଭୁବନେଶ୍ୱର: ଖରାଦିନ ପାଇଁ ପୁଣି ଟ୍ୟୁବୱେଲ ଖୋଳିବେ ସରକାର । ୭୦ ଜନସଂଖ୍ୟା ଥିବା ଗାଁରେ ହେବ ନଳକୂପ । ୭୦ରୁ ଅଧିକ ଜନସଂଖ୍ୟା ଥିଲେ ୨ଟି ନଳକୂପ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ପାନୀୟ ଜଳ ଯୋଗାଣ ବିଭାଗ । ଅଧିକ ଆଡି ବନ୍ଧ ନିର୍ମାଣ କରି ଭୂତଳ ଜଳ ସଂରକ୍ଷଣ ହେବ । ପାନୀୟ ଜଳ ସମସ୍ୟା ହେଲେ ଟ୍ୟାଙ୍କରରେ ପାଣି ଦିଆଯିବ । ୨୦୨୫ ସୁଦ୍ଧା ସରିବ ୭୨ଟି ପାନୀୟ ଜଳ ପ୍ରକଳ୍ପ କାମ । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking