22.1 C
Bhubaneswar
Saturday, March 22, 2025
Homeଓଡିଶାସାଇବର ଅପରାଧୀ ଗିରଫ

ସାଇବର ଅପରାଧୀ ଗିରଫ

କୋରାପୁଟ : ଟେଲିଗ୍ରାମ ଆପରେ  ଚାକିରି ନାଁରେ  ଠକେଇ  ହୋଇଛି । ଏନେଇ  ସାଇବର ଅପରାଧୀକୁ ଗିରଫ କରିଛି ପୋଲିସ । ଝାଡଖଣ୍ଡରୁ ଗିରଫ କଲା କୋରାପୁଟ ପୋଲିସ । ଗିରଫ ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।  ଅଭିଯୁକ୍ତ ପାଖରୁ ନଗଦ  ୨ ଲକ୍ଷ ଟଙ୍କା  ଜବତ  କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking