ଭୁବନେଶ୍ୱର : ୧୯ବର୍ଷ ପରେ ବଦଳିବ ଓଡ଼ିଶା ବୋଟ୍ ନିୟମ । ଏ ନେଇ ସୂଚନା ଦେଲେ ବାଣିଜ୍ୟ ପରିବହନ ସଚିବ ଉଷା ପାଢ଼ୀ । ୨ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ୍ ଅଧିନିୟମ । ଜଳରେ ନିରାପଦ ଯାତ୍ରା ପାଇଁ ବୌଷିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ନୂଆ ନିୟମ ଅନୁସାରେ ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ୍ । ଡିଜାଇନ୍ ପ୍ରସ୍ତୁତ ସରିଛି । ସମୁଦ୍ର, ନଦୀ, ହ୍ରଦରେ ଚାଲିବ ବୋଟ୍। ବୋଟ୍ଥ ମାଲିକ, ନର୍ବାତା, ନୀତି ନିର୍ଦ୍ଧାରକଙ୍କୁ ନେଇ ଚାଲିଛି ବିଚାରବିମର୍ଷ ।