32.1 C
Bhubaneswar
Saturday, October 19, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନଓଡିଶା ବିଧାନସଭା ବଜେଟ ଅଧିବେଶନ : ଷୋଡ଼ଷ ବିଧାନସଭାର ଏହା ଶେଷ ଅଧିବେଶନ

ଓଡିଶା ବିଧାନସଭା ବଜେଟ ଅଧିବେଶନ : ଷୋଡ଼ଷ ବିଧାନସଭାର ଏହା ଶେଷ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ। ଅଧିବେଶନ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଷୋଡ଼ଷ ବିଧାନସଭାର ଏହା ହେବ ଶେଷ ଅଧିବେଶନ। ସୂଚନାଯୋଗ୍ୟ ଜାନୁଆରୀ ୩୧ ତାରିଖରୁ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଜାନୁଆରୀ ୩୧ରୁ ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ। ତେବେ ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking