22.1 C
Bhubaneswar
Saturday, March 22, 2025
Homeଓଡିଶା୧୦ ଦିନରେ ରିପୋର୍ଟ ଦେବ ଓସିଏ: ଉପମୁଖ୍ୟମନ୍ତ୍ରୀ

୧୦ ଦିନରେ ରିପୋର୍ଟ ଦେବ ଓସିଏ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଜବାବ । ବାରବାଟୀ ଲାଇଟ ବନ୍ଦ ହେବାରେ ଟାଟା ପାୱାରର କିଛି ଭୂମିକା ନାହିଁ । ଗୋଟେ ଟାୱାର ପାୱାର ଚାଲିଗଲା । ସେଇଟା ଷ୍ଟାଡିୟମ ଜେନେରେଟରରୁ ପରିଚାଳିତ ହୁଏ, ମେସିନ ଫେଲ କଲା । ଓସିଏ ତଦନ୍ତ କରିବାକୁ କହିଛି, ୧୦ଦିନ ଭିତରେ ରିପୋର୍ଟ ଦେବେ । ବିଜେଡି ସରକାରର ଗୋଇ ଖୋଳିଲେ ଉପମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତିଙ୍କ କାର‌୍ୟ୍ୟକ୍ରମରେ ଲାଇଟ କଟିବା ଘଟଣା ମନେପକାଇଦେଲେ । କହିଲେ ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛନ୍ତି, ଟିକେ ମନେ ପକାନ୍ତୁ । ସେତେବେଳେ କଣ ହେଲା ଆଜି ଯାଏଁ ସ୍ପଷ୍ଟୀକରଣ ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking