30.1 C
Bhubaneswar
Tuesday, May 26, 2026
Homeଓଡିଶାଅନଲାଇନ୍ ଗେମ୍ ଖେଳି ଆତ୍ମହତ୍ୟା କଲେ ନର୍ସିଂ ଛାତ୍ର

ଅନଲାଇନ୍ ଗେମ୍ ଖେଳି ଆତ୍ମହତ୍ୟା କଲେ ନର୍ସିଂ ଛାତ୍ର

ବାଲେଶ୍ଵର: ଅନଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ର। ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗତ ରାତ୍ରୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ଡ୍ରେସିଂ ରୁମରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଛାତ୍ର ଡ୍ରେସିଂ ରୁମ୍ ଭିତରେ ବେକରେ ଏକ ଗାମୁଛା ସାହାର୍ଯ୍ୟରେ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ଅନ୍ୟାନ୍ୟ କର୍ମଚାରୀ। ପରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଝୁଲନ୍ତା ଅବସ୍ଥାରେ ଫ୍ୟାନରୁ ତଳକୁ ବାହାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking