20.1 C
Bhubaneswar
Sunday, November 29, 2026
Homeଓଡିଶାସେଲଫି ନେଲା ବେଳେ ଜଳିଗଲେ ଯୁବକ, କାଳ ହେଲା ରିଲ୍ସ

ସେଲଫି ନେଲା ବେଳେ ଜଳିଗଲେ ଯୁବକ, କାଳ ହେଲା ରିଲ୍ସ

ଭୁବନେଶ୍ୱର :ରିଲ୍ସ ହେଲା କାଳ। ଟ୍ରେନ ଉପରେ ଚଢି ସେଲଫି ନେଲା ହେଲା କାଳ। ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିଲା ବେଳେ ଜଳିଗଲେ ଯୁବକ। ଭୁବନେଶ୍ୱର ମଞ୍ଚେଶ୍ୱର ରେଳଷ୍ଟେସନରେ ଘଟିଛି ଏହି ଘଟଣା। ଯୁବକ ଜଣକ ରାଜସ୍ଥାନ ରୁ କଟକ ଟ୍ରେନିଂ ପାଇଁ ଆସିଥିଲେ। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରେଲୱେ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking