30.1 C
Bhubaneswar
Sunday, March 23, 2025
Homeଓଡିଶାଓଡିଶାରେ ଭିକାରୀ ସଂଖ୍ୟା ୫୨୮୪ : ମନ୍ତ୍ରୀ

ଓଡିଶାରେ ଭିକାରୀ ସଂଖ୍ୟା ୫୨୮୪ : ମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ଅଛନ୍ତି ୫ ହଜାର ୨୮୪  ଭିକାରୀ । କଟକରେ ସର୍ୱାଧିକ ୧୦୬୦ ଜଣ ଭିକାରୀ । ବରଗଡରେ ୫୯୫ , ଗଞ୍ଜାମରେ ୫୪୫ । ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭ । ପୁରୀରେ  ରହିଛନ୍ତି  ୩୫୦ ଜଣ ଭିକାରୀ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ହେଲେ ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ସରକାର ଚଳାଇଛନ୍ତି ଅଭିଯାନ। ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ , ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି । ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking