30.1 C
Bhubaneswar
Friday, June 6, 2025
Homeଓଡିଶାପ୍ଲସଟୁ ଖାତା ରିଚେକିଂ ପାଇଁ ବିଜ୍ଞପ୍ତି

ପ୍ଲସଟୁ ଖାତା ରିଚେକିଂ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଥାତା ରିଚେକିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ମେରୁ ୧୩ ଜୁନ ଯାଏଁ ଆବେଦନ କରିପାରିବେ । ଗୋଟିଏ ବିଷୟରେ ରିଚେକିଂ ପାଇଁ  ୨୦୦ ଟଙ୍କା ପଡିବ । ମାର୍କକୁ ନେଇ ସନ୍ଦେହ ଥିଲେ  ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସୂଚନା ଥାଉକି, କିଛି ଦିନ ପୂର୍ୱରୁ ଯୁକ୍ତ ଦୁଇର ଫଳାଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପରୀକ୍ଷାରେ ପୁଅ ଅପେକ୍ଷା ଝିଅ ବାଜିମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking