35 C
Bhubaneswar
Sunday, June 28, 2026
Homeଦେଶ ବିଦେଶଜମ୍ମୁରେ ଫେରୁଛି ସ୍ଵଭାବିକତା, କାଲି ରାତିରୁ ହୋଇନି ଗୁଳିଗୋଳା ବର୍ଷଣ

ଜମ୍ମୁରେ ଫେରୁଛି ସ୍ଵଭାବିକତା, କାଲି ରାତିରୁ ହୋଇନି ଗୁଳିଗୋଳା ବର୍ଷଣ

ନୂଆଦିଲ୍ଲୀ: ଅସ୍ତ୍ରବିରତି ନେଇ ପାକିସ୍ତାନର ଅନୁରୋଧ ପରେ ଗତକାଲି ରାତିରୁ ସୀମାରେ ଫେରୁଛି ଶାନ୍ତି। ଅସ୍ତ୍ର ବିରତି ପରେ ସୀମା ରେ କିଛି ସମୟ ପାଇଁ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲଂଘନ ହୋଇଥିଲା। ଯାହାର କଡା ଜବାବ ଦେଇଥିଲା ଭାରତୀୟ ସେନା। ପରେ କିନ୍ତୁ ଭାରତର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ପାକିସ୍ତାନ ଗୁଳିଗୋଳା ବର୍ଷଣ ବନ୍ଦ କରିଦେଇଥିଲା। ଏହାପରେ ସୀମାରେ ସ୍ଥିତି ସ୍ଵାଭାବିକ ହୋଇଛି। ଜମ୍ମୁର ବିଭିନ୍ନ ସ୍ଥାନରେ ସ୍ଵଭାବିକତା ଫେରୁଛି। ରଜୌରୀରେ ଆଉ କୌଣସି ଡ୍ରୋନ୍ ଉଡିନଥିବା ସୂଚନା ମିଳିଛି। ପଞ୍ଜାବ ଫିରୋଜପୁରରେ ବି ଉଡିନି ପାକିସ୍ତାନୀ ଡ୍ରୋନ୍। ଆଜି ସକାଳୁ ମଧ୍ୟ ଏସବୁ ସ୍ଥାନରେ ଜୀବନଯାତ୍ରା ସ୍ଵଭାବିକ ରହିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking