30.1 C
Bhubaneswar
Tuesday, May 21, 2024
Homeଓଡିଶାଲିଖିତ ପ୍ରତିଶ୍ରୃତି ଦେଇନାହାନ୍ତି ମୁଖ୍ୟ ସଚିବ: ଅମଲା ସଂଘ

ଲିଖିତ ପ୍ରତିଶ୍ରୃତି ଦେଇନାହାନ୍ତି ମୁଖ୍ୟ ସଚିବ: ଅମଲା ସଂଘ

ଭୁବନେଶ୍ୱର: ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ ପ୍ରସଙ୍ଗ । ମୁଖ୍ୟ ସଚିବଙ୍କ ସହ ଅମଲା ସଂଘର ପ୍ରତିନିଧିଙ୍କ ଆଲୋଚନା ଶେଷ ହେଇଛି । ବୈଠକ ପରେ ସଂଘ ସହସମ୍ପାଦକ ନରେଶ ମହାପାତ୍ରଙ୍କ ପ୍ରତିକ୍ରି୍ର୍ରୟା ଦେଇଛନ୍ତି । ଆମକୁ କୌଣସି ଲିଖିତ ପ୍ରତିଶୃତି ମିଳିନି ବୋଲି କହିଛନ୍ତି ନରେଶ ମହାପାତ୍ର । ଆନ୍ଦୋଳନରୁ ଓଲ୍ଲାଇଯିବାପାଇଁ ମୁଖ୍ୟ ସଚିବ ଅନୁରୋଧ କରିଥିଲେ । ଆମର ଦାବି କେବେ ପୂରଣ ହେବ,ନିଦ୍ଧିଷ୍ଟ ଭାବେ କିଛି କହିଲେନି । ଆଜି ଆମେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବୁ । ତାପରେ ଆନ୍ଦୋଳନର ଗତିବିଧି କଣ ହେବ ସେନେଇ ନିଷ୍ପତ୍ତି ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking