35.2 C
Bhubaneswar
Saturday, August 1, 2026
Homeଓଡିଶାଚାଉଳ ବଣ୍ଟନରେ ସମସ୍ୟା ନାହିଁ: ମନ୍ତ୍ରୀ

ଚାଉଳ ବଣ୍ଟନରେ ସମସ୍ୟା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜୁଲାଇ ମାସର ଚାଉଳ ଦିଆଯାଇଛି, ସେମିତି କିଛି ସମସ୍ୟା ନାହିଁ ।ବନ୍ୟା ପାଇଁ ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି । ଅନ୍ନପୂର୍ଣ୍ଣ ଯୋଜନା ଲାଗୁ ହେବା ପରେ ଘରେ ଘରେ ଚାଉଳ ମହଜୁଦ ଅଛି । ଶୁଖିଲା ଖାଦ୍ୟ ମଧ୍ୟ ବନ୍ୟା ପ୍ରବାବିତ ଅଞ୍ଚଳରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking