28.1 C
Bhubaneswar
Wednesday, May 6, 2026
Homeଓଡିଶାବିଏମସିକୁ କୌଣସି ତଥ୍ୟ ଆସିନି : ମେୟର ସୁଲୋଚନା ଦାସ

ବିଏମସିକୁ କୌଣସି ତଥ୍ୟ ଆସିନି : ମେୟର ସୁଲୋଚନା ଦାସ

ଭୁବନେଶ୍ୱର : ଭୁବନେଶ୍ୱରରେ ୧୯୧ ଆପାର୍ଟମେଣ୍ଟ ଭଙ୍ଗାଯିବା ଘଟଣା । ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ଏ ଯାଏଁ ସରକାରଙ୍କ ପାଖରୁ ବିଏମସିକୁ କୌଣସି ତଥ୍ୟ ଆସିନି । କେବଳ ବିଏମସି ନୁହେଁ ଆପାର୍ଟମେଣ୍ଟ ପାଇଁ ବିଡିଏ ମଧ୍ୟ ଅନୁମତି ଦେଇଛି । କେଉଁ ଗାଇଡଲାଇନ ମଧ୍ୟରେ ଭଙ୍ଗାଯିବ ତାହା ପରେ ଜଣାପଡିବ । ଲୋକଙ୍କୁ ଅନୁକମ୍ପା ରାଶି ଦିଆଯିବ ନା ନାହିଁ ତାହା ମଧ୍ୟ ବଡ କଥା । ଲୋକେ ଯେଭଳି ଅସୁବିଧା ନ ଭୋଗିବେ ତାକୁ ଗୁରୁତ୍ୱ ଦିଆଯିବ ।

ଆଜି ରାଜ୍ୟରେ ପ୍ରବଳ ବର୍ଷା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking