28.3 C
Bhubaneswar
Friday, May 16, 2025
Homeଓଡିଶାଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା କରିବା ସତ୍ତ୍ୱେ କାର୍ଯ୍ୟନୁଷ୍ଠାନ ହୋଇନାହିଁ: ସଂଯୁକ୍ତା

ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା କରିବା ସତ୍ତ୍ୱେ କାର୍ଯ୍ୟନୁଷ୍ଠାନ ହୋଇନାହିଁ: ସଂଯୁକ୍ତା

ଭୁବନେଶ୍ୱର: ପୋଲିସ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କଲେ ସଂଯୁକ୍ତା ମହଲା । ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା କରିବା ସତ୍ତ୍ୱେ କାର୍ଯ୍ୟନୁଷ୍ଠାନ ହୋଇନାହିଁ । ମଦ ପିଇ ମୋତେ ସେ ବଳତ୍କାର କଲେ ଆଉ ତାପରେ ମୁଁ ଥାନରେ ଏତଲା କଲି । ମୋତେ ବଳତ୍କାର ହେଲା, ଦଫା କିନ୍ତୁ ଲାଗିଲା ଗଣ୍ଡଗୋଳର । ଶ୍ରୀକାନ୍ତ ସହ ମୋର ଗଣ୍ଡାଗୋଳ ହୋଇଥିବା ଦଫା ଲାଗିଲା । । ଗଣ୍ଡାଗୋଳ ଦଫା ଲଗାଇ ପୋଲିସ ଚୁପ୍ ହୋଇ ବସିପଡିଲା । ସଂଯୁକ୍ତାଙ୍କ ଅଭିଯୋଗ ନେଇ ଶ୍ରୀକାନ୍ତ କିମ୍ବା ପୋଲିସା ଏବେ ଯାଏଁ କିଛି ବି ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ଏତଲା ଦେଇଛନ୍ତି ସଂଯୁକ୍ତା ମହଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking