30 C
Bhubaneswar
Tuesday, August 4, 2026
Homeଓଡିଶାନବମ ପିଲାଙ୍କୁ ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ମାଡ

ନବମ ପିଲାଙ୍କୁ ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ମାଡ

ରାୟଗଡ଼ା: ମଙ୍ଗଳ ବିଭାଗ ପରିଚାଳିତ ଏକ ସ୍କୁଲ୍‌ ହଷ୍ଟେଲରେ ବର୍ବରତା ହୋଇଥିବା ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ରିବଲକୋଣା ଏସ୍‌ଏସ୍‌ଡି ସରକାରୀ ହାଇସ୍କୁଲ୍‌ରେ ବର୍ବରତା ଦେଖାଦେଇଛି। ୨୭ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଶୀ ଛାତ୍ର। ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ଜଣେ ପରେ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି। ଘଟଣାକୁ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ସ୍ବୀକାର କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ସୋ କଜ୍‌ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking