35.1 C
Bhubaneswar
Sunday, May 19, 2024
Homeଓଡିଶାଆଜିଠୁ ଓଡ଼ିଶାର ଏହି ସହରରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଆଜିଠୁ ଓଡ଼ିଶାର ଏହି ସହରରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାତି ୧୦ରୁ ସକାଳ ୫ଟା ଯାଏ କେନ୍ଦ୍ରାପଡ଼ା ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉ କି, ଅକ୍ଟୋବର ୧୧ରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ହୋଇଛି। ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏ ନାଇଟକର୍ଫ୍ୟୁ ଲାଗୁ ହୋଇଛି। ସଂକ୍ରମଣ ବଢ଼ୁଥିବା ବେଳେ ପାର୍ବଣ ଯୋଗୁ ବଜାରରେ ଭିଡ଼ ଜମିଲେ ସ୍ଥିତି ସଂଗୀନ ହେବା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking