ରାଜ୍ୟରେ ଆଜି ୬୨୧୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ୬୨୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୨୬୧୧ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡାରୁ ୪୪୬, କଟକରୁ ୩୮୩, ପୁରୀରୁ ୩୦୬, ବରଗଡରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡାରୁ ୨୬୧, ନବରଙ୍ଗପୁରରୁ ୨୫୭, ବଲାଙ୍ଗୀରରୁ ୨୧୧, ଷ୍ଟେଟପୁଲରୁ ୧୯୩, ଅନୁଗୁଳରୁ ୧୭୩, କେନ୍ଦୁଝରରୁ ୧୫୭, ମୟୁରଭଂଜରୁ ୧୧୫, ଭଦ୍ରକରୁ ୮୬, ଯାଜପୁରରୁ ୮୫, ନୟାଗଡରୁ ୮୨, ବାଲେଶ୍ୱରରୁ ୭୯, ରାୟଗଡାରୁ ୭୦, ଗଂଜାମରୁ ୬୭, ସୁବର୍ଣ୍ଣପୁରରୁ ୬୫, ଜଗତସିଂହପୁରରୁ ୬୨, କୋରାପୁଟରୁ ୫୮, ଗଜପତିରୁ ୪୭, କେନ୍ଦ୍ରପଡାରୁ ୪୧, କନ୍ଧମାଳରୁ ୩୪, ଦେବଗଡରୁ ୩୩, ମାଲକାନଗିରିରୁ ୨୧, ବୌଦ୍ଧରୁ ୨୦, ଢେଙ୍କାନାଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୩୯୧୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ ।

 

LEAVE A REPLY

Please enter your comment!
Please enter your name here