30.1 C
Bhubaneswar
Saturday, September 28, 2024
Homeଓଡିଶାବିିଧାୟକ ଭାବେ ଶପଥ ନେଲେ ନବୀନ

ବିିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର : ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଆରମ୍ଭ ହୋଇଛି । ଶପଥ ନେଉଛନ୍ତି ନବନିର୍ବାଚିତ ବିଧାୟକ । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ନୂଆ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ବିଧାୟକ ଭାବେ ପ୍ରଭାତୀ ପରିଡା ଓ କେଭି ସିଂହଦେଓ ଶପଥ ନେଇଛନ୍ତି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିିଧାୟକ ଭାବେ ଶପଥ ନେଇଛନ୍ତି । ଏହାପରେ ଅନ୍ୟ ନୂଆ ବିଧାୟକ ମାନେ ବିଧାୟକ ଭାବେ ଶପଥ ନେଇଛନ୍ତି ।

ଆଜିଠୁ ଆରମ୍ଭ ବିଧାନସଭା ଅଧିବେଶନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking