34.9 C
Bhubaneswar
Thursday, June 18, 2026
Homeଓଡିଶାଉତ୍ତମ ମହାନ୍ତିଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ

ଉତ୍ତମ ମହାନ୍ତିଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ  ା କହିଛନ୍ତି , କଳା ଜଗତରେ ବିରାଟ ଶୂନ୍ୟସସ୍ଥାନ ସୃଷ୍ଟି ହୋଇଛି । ଅନେକ ଚଳଚ୍ଚିତ୍ରରେ ଛାଡିଛନ୍ତି ଅଭିନୟର ଛାପ । ଲୋକଙ୍କ ହୃଦୟରେ ଚିର ଅମର ରହିବେ ଉତ୍ତମ । ଉତ୍ତମଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ କହିଛନ୍ତି ରାଷ୍ଟ୍ରପତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking