34.1 C
Bhubaneswar
Wednesday, May 1, 2024
Homeଓଡିଶାନବୀନ ନିବାସରେ ଓଡ଼ିଆ କଳାକାର

ନବୀନ ନିବାସରେ ଓଡ଼ିଆ କଳାକାର

ଭୁବନେଶ୍ବର : ନିର୍ବାଚନୀ ମାହୋଲ ଭିତରେ ନବୀନ ନିବାସରେ ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ବରାଜ ବାରିକ, ଅମ୍ଳାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଆଦି ଆସି ପହଞ୍ଚିଥିଲେ । କେବଳ ଏତିକି ନୁହେଁ ଅନେକ ହାସ୍ୟ କଳାକାରଙ୍କ ସହ ବହୁ ୟୁଟ୍ୟୁବର ମାନେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking