35.1 C
Bhubaneswar
Wednesday, April 23, 2025
Homeଓଡିଶାନବଦାସ ହତ୍ୟା ମାମଲା, ହେବ ସାନି ତଦନ୍ତ: ମନ୍ତ୍ରୀ

ନବଦାସ ହତ୍ୟା ମାମଲା, ହେବ ସାନି ତଦନ୍ତ: ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଗୃହରେ ଏନେଇ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସେତେବେଳର ସରକାର ନ୍ୟାୟ ଦେଇ ପାରିନଥିଲେ । ଯେଉଁଭଳି ତଦନ୍ତ ହେବାର କଥା, ନ୍ୟାୟ ମିଳିବାର କଥା ସେମାନେ ଦେଇ ପାରିଲେନି । ତଦନ୍ତକୁ ନେଇ ନବଙ୍କ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛି ଏବଂ ଷ୍ଟେଟମେଣ୍ଟ ରେକର୍ଡ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking