33.1 C
Bhubaneswar
Friday, May 3, 2024
Homeଓଡିଶାନବ ଦାସ ହତ୍ୟା ମାମଲା: ତଦନ୍ତକୁ ସମୟ ଲାଗିବ: ଡିଜିପି ସୁନୀଲ ବଂଶଲ

ନବ ଦାସ ହତ୍ୟା ମାମଲା: ତଦନ୍ତକୁ ସମୟ ଲାଗିବ: ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ ଆମେ ଦୃଷ୍ଟି ଦେଉଛୁ ଏବଂ ଏଥିପାଇଁ ଟିକେ ସମୟ ଲାଗିବ ।

ନବ ଦାସ ହତ୍ୟା ମାମଲା : ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜେପି ଦାସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking